ବିଜ୍ଞାପନ ଗଣିତ

  • 17/09/2015

୨୦ପୃଷ୍ଠାର ଖବରକାଗଜ ଖଣ୍ଡଟିଏ ପ୍ରକାଶ କରିବା ପାଇଁ ଖର୍ଚ୍ଚ – ଟ.୮.୫୦ପଇସା
ଖବରକାଗଜର ପ୍ରଚ୍ଛଦ ମୂଲ୍ୟ – ଟ.୨.୫୦ପଇସା
ଏହି ମୂଲ୍ୟ ଉପରେ ବିତରଣ ବାବଦ ଖର୍ଚ୍ଚ (୩୫%) – ଟ.୦.୮୮ପଇସା
ତେଣୁ ଖବରକାଗଜ ଖଣ୍ଡେ ବିକ୍ରି ହେଲେ ହାତକୁ ଆସେ ମାତ୍ର – ଟ.୧.୬୨ପଇସା
ଏହାଦ୍ୱାରା କ୍ଷତିର ପରିମାଣ ଟ.୮.୫୦ପଇସା -ଟ.୧.୬୨ପଇସା = ଟ.୬.୮୮ପଇସା
ଯଦି ବିତରଣ ସଂଖ୍ୟା ଦୈନିକ ୧ଲକ୍ଷ ହୁଏ, ତା’ହେଲେ ଦୈନିକ କ୍ଷତିର ପରିମାଣ ୬ଲକ୍ଷ ୮୮ହଜାର ଟଙ୍କା ଅର୍ଥାତ ମାସକୁ ପ୍ରାୟ ୨କୋଟି ଟଙ୍କା । ଏହାକୁ ଭରଣା କରିବାର ଏକମାତ୍ର ଉପାୟ ହେଲା ବିଜ୍ଞାପନଦାତାଙ୍କର ଶରଣାପନ୍ନ ହେବା ଓ ବିଜ୍ଞାପନ ଦାତାଙ୍କର ବରାଦ ଅନୁସାରେ ସମ୍ବାଦ ପରିବେଷଣ କରିବା । କାରଣ ଖବରକାଗଜ ପ୍ରକାଶନ ପାଇଁ ଖର୍ଚ୍ଚର ଶତକଡ଼ା ୮୧ଭାଗ ବିଜ୍ଞାପନଦାତା ଯେ ବହନ କରୁଛି ।

Print Friendly, PDF & Email