ବିବାହ ସମ୍ବାଦ

  • 16/09/2015

ବାରିପଦା ଜେଲରେ ଧର୍ଷଣକାରୀ ଓ ଧର୍ଷିତା ମଧ୍ୟରେ ବିବାହ, ଝାରପଡ଼ା ଜେଲରେ ପ୍ରତାରକ ଓ ପ୍ରତାରିତା ମଧ୍ୟରେ ବିବାହ, ମୁମ୍ବାଇସ୍ଥିତ ଅମିତାଭ ବଚ୍ଚନଙ୍କ ଗୃହ ‘ପ୍ରତୀକ୍ଷା’ରେ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କର ବିବାହ – ଏପ୍ରିଲ ମାସରେ ତିନୋଟି ଉଲ୍ଲେଖନୀୟ ବିବାହ । ଏହି ତିନୋଟି ବିବାହ ମଧ୍ୟରେ ସାଦୃଶ୍ୟ ହେଉଛି – ଏହି ତିନୋଟି ଗଣମାଧ୍ୟମରେ ବିଶେଷତଃ ଟି.ଭି.ରେ ବହୁ ପ୍ରଚାରିତ ।

Print Friendly, PDF & Email