ଆନ୍ନା ଓ ଓଡ଼ିଶା

  • 04/09/2015

ଆନ୍ନା ହଜାରେଙ୍କୁ ଓଡ଼ିଶା ଆଣିବାପାଇଁ ଇତ୍ୟବସରରେ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଓଡ଼ିଶା ଡାଏରୀ ନାମକ ଏକ ଇଣ୍ଟରନେଟ୍ ପତ୍ରିକାରୁ ଜଣାପଡ଼ିଛି । ଏଥିପାଇଁ ଅକ୍ଷୟ କୁମାର, ମନୋଜ ଜେନା ଓ ପ୍ରଦୀପ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଆନ୍ନା ହଜାରେ ଓଡ଼ିଶା ମାଟି ପ୍ରତି ଅପରିଚିିତ ନୁହନ୍ତି । ଗତବର୍ଷ ୧୬ଅଗଷ୍ଟ ୨୦୧୦ଦିନ ସେ ଭୁବନେଶ୍ୱରସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟ କୀଟ୍ (KIIT) ସଂଲଗ୍ନ କିସ୍ (KISS) ଆସି ବୁଲି ଯାଇଛନ୍ତି । ଏହି ସୂଚନା ଆନ୍ନା ହଜାରେଙ୍କୁ ଆଣିବା ପାଇଁ ଦାୟିତ୍ୱ ନେଇଥିବା ବ୍ୟକ୍ତିଙ୍କ ପାଇଁ ଉପଯୋଗୀ ହୋଇପାରେ ।
-ଶୁଦ୍ରକ

Print Friendly, PDF & Email