ନବୀନ-ପ୍ୟାରୀ ଦୂରତା କମୁଛି!
ବିଜେଡ଼ି ସମର୍ଥôତ ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗ୍ମାଙ୍କୁ ବିଜେଡ଼ିର ସମସ୍ତ ବିଧାୟକ ଓ ସାଂସଦ ଭୋଟ ଦେବାରେ ନିଲମ୍ବିତ ବିଜେଡ଼ି ସଦସ୍ୟମାନେ କେଉଁ ଭୂମିକା ଗ୍ରହଣ କରିବେ-ଏହି ପରିପ୍ରେକ୍ଷୀରେ...
ବିଜେଡ଼ି ସମର୍ଥôତ ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗ୍ମାଙ୍କୁ ବିଜେଡ଼ିର ସମସ୍ତ ବିଧାୟକ ଓ ସାଂସଦ ଭୋଟ ଦେବାରେ ନିଲମ୍ବିତ ବିଜେଡ଼ି ସଦସ୍ୟମାନେ କେଉଁ ଭୂମିକା ଗ୍ରହଣ କରିବେ-ଏହି ପରିପ୍ରେକ୍ଷୀରେ...
ନୀଲମ୍ ସଂଜୀବ ରେଡ୍ଡୀ ବନାମ ଭି.ଭି.ଗିରି- ରାଷ୍ଟ୍ରପତି ନିର୍ବାଚନ ପରେ -ଏତେ ବିତର୍କିତ ରାଷ୍ଟ୍ରପତି ନିର୍ବାଚନ ଦେଖାଯାଇ ନଥିଲା- ଯାହା ପ୍ରଣବ ମୂଖାର୍ଜୀ ବନାମ ପୂର୍ଣ୍ଣ ଏ.ସାଙ୍ଗ୍ମା...
ସଚିବାଳୟ ବଗିଚାରେ ପାରିଜାତ ଫୁୁଲର ବାସ୍ନାକୁ ଆଘ୍ରାଣ କରି ଆନନ୍ଦରେ ବିଭୋର ନବୀନ ଟି.ଭି. ପରଦାରେ ଦୃଶ୍ୟମାନ ହେବା- ଓଡ଼ିଶାର ଦର୍ଶକମାନଙ୍କ ପାଇଁ ଏକ ବିରଳ ଦୃଶ୍ୟ...
ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାର ଆକାଂକ୍ଷାକୁ ସାଂଗମାଙ୍କ ମନରେ ଯେ ପ୍ରଥମେ ପ୍ରଜ୍ୱଳିତ କଲେ- ସେ ହେଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ.ଆଇ.ଡି.ଏମ୍.କେ(AIDMK)ର...
୧-୧୫ ଜୁଲାଇ ୨୦୧୨ ବିଜୁ ପରିବାରବିଜୁ ଅନୁରକ୍ତ ଓ ଏହି ଅନୁରକ୍ତିରୁ ବିଜୁ ଜନତାଦଳକୁ ଦୀର୍ଘ ବାରବର୍ଷ ଧରି ମାର୍ଗଦର୍ଶନ କରାଇ ଆସୁଥିବା ପ୍ୟାରୀମୋହନ ମହାପାତ୍ର, ବିଜେଡ଼ିରୁ...
ସଚିନ ତେନ୍ଦୁଲକର ରାଜ୍ୟସଭାର ମନୋନୀତ ସଭ୍ୟଭାବେ ଶପଥ ଗ୍ରହଣ କରିବା ପରେ ସରକାରୀ ବାସଗୃହ ନେବେନାହିଁ ବୋଲି ଘୋଷଣା କରି ଅନେକଙ୍କୁ ଅଭିଭୂତ କରିଦେଇଛନ୍ତି । ଦି...
ନନ୍ଦିନୀ ଶତପଥୀ- ଓଡ଼ିଶାର ଏଯାବତ୍ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ- ଯଦିଓ ସେ ନିଜକୁ ଏକ ମହିଳା ଅପେକ୍ଷା ଜଣେ ବ୍ୟକ୍ତିଭାବେ ପରିଚିତ ହେବାକୁ ଅଧିକ ପସନ୍ଦ କରୁଥିଲେ...
୨୦୦୯ରୁ ତାଙ୍କ ବିରୋଧୀମାନେ ସକ୍ରିୟ ହେଲେଣି ବୋଲି ପ୍ୟାରୀବାବୁ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରମାନଙ୍କରେ କହି ଆସୁଛନ୍ତି । ଏହା ପୂର୍ବରୁ ସେମାନେ ଯେ ଚେଷ୍ଟା କରୁନଥିଲେ- ସେପରି...
ଜୁନ୍ ପହିଲା ୨୦୧୨, ବିଜୁ ଜନତା ଦଳରେ ଥିଲା ଏକ ବିରାଟ ପରିବର୍ତ୍ତନର ଦିନ । ଏହି ଦିନ ଦଳର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି, ବିଜୁ ଜନତା...
୧୬-୩୦ ଜୁନ୍ ୨୦୧୨ ନବୀନ ବାବୁ ଜଣେ ଲେଖକ । ତାଙ୍କ ବଡ଼ଭଉଣୀ ଗୀତା ମେହେଟ୍ଟା ଜଣେ ପ୍ରତିଷ୍ଠିତ ଲେଖିକା । ତାଙ୍କର ଭିଣୋଇ ସନ୍ନି ମେହେଟ୍ଟା...
ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଦେଇ -ଚାଣକ୍ୟ ଯେ ମୂଳବୃତ୍ତ-ପଠନ,ପାଠନକୁ ଫେରିଗଲେ- ତାହା ହେତୁବିହୀନ ନଥିଲା । ସେ ବୋଧେ ଜାଣିଥିଲେ କ୍ଷମତାସୀନ ଚନ୍ଦ୍ରଗୁପ୍ତ ତାଙ୍କର ଆଉ ଆବଶ୍ୟକତା...
୧-୧୫ ଜୁନ୍ ୨୦୧୨ ବାମପନ୍ଥୀ ଶାସନରେ ଦୀର୍ଘ ୩୪ବର୍ଷ ଧରି ଠିଆ ହୋଇଥିବା ଲାଲ୍ଦୁର୍ଗ ଭୁଷୁଡ଼ିବା ପରେ ଆକାଶିଆ ନୀଳରଙ୍ଗରେ କଲିକତାକୁ ରଙ୍ଗାୟିତ କରିବାପାଇଁ ତୃଣମୂଳ କଂଗ୍ରେସର...
୧୬-୩୧ ମଇ ୨୦୧୨ ମାସେ ନପୁରୁଣୁ କାର୍ଟୁନ୍କୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ଏବେ ପଶ୍ଚିମବଙ୍ଗରେ ନୁହେଁ, ବିବାଦ ଦିଲ୍ଲୀରେ-ସଂସଦରେ । ଯେଉଁ...