ସାହିତ୍ୟିକର ପ୍ରତିବାଦ
ବୀରେନ୍ଦ୍ର ନାୟକ ପୁରସ୍କାର ଫେରାଇବାର ହେତୁ ଗତ କିଛି ଦିନ ହେବ ସରକାରୀ ପୃଷ୍ଠପୋଷକତାରେ ପରିଚାଳିତ ବିଭିନ୍ନ କଳା, ସଂସ୍କୃତି ଓ ସାହିତ୍ୟ ପ୍ରତିଷ୍ଠାନ ବା ଅକାଦେମୀ...
ବୀରେନ୍ଦ୍ର ନାୟକ ପୁରସ୍କାର ଫେରାଇବାର ହେତୁ ଗତ କିଛି ଦିନ ହେବ ସରକାରୀ ପୃଷ୍ଠପୋଷକତାରେ ପରିଚାଳିତ ବିଭିନ୍ନ କଳା, ସଂସ୍କୃତି ଓ ସାହିତ୍ୟ ପ୍ରତିଷ୍ଠାନ ବା ଅକାଦେମୀ...
ଡକ୍ଟର ବୀରେନ୍ଦ୍ର ନାୟକ ଅବସରପ୍ରାପ୍ତ ପ୍ରଫେସର, ଗଣିତ ବିଭାଗ, ଉକ୍ରଳ ବିଶ୍ୱବିଦ୍ୟାଳୟ ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’ ଶିରୋନାମାରେ ହରପ୍ରସାଦ ଦାସଙ୍କ ଦ୍ୱାରା ଲିଖିତ ନିବନ୍ଧ ଦୈନିକ ଖବରକାଗଜ...
ବୀରେନ୍ଦ୍ର ନାୟକ ‘ବୋଧା’ ଓ ‘ବୋଧୋଦୟ’- ଏହି ଦୁଇଟି କ୍ୱଚିତ ବ୍ୟବହୃତ ଶବ୍ଦର ବ୍ୟବହାର ହୋଇଛି “ଭାରତୀୟ ବୁଦ୍ଧିଜୀବୀଙ୍କ ‘ବୋଧୋଦୟ’” ଶିରୋନାମରେ ପ୍ରକାଶିତ ଏକ ନିବନ୍ଧରେ ।...
ଇତ୍ୟବସରରେ ମୈାଳିକ ଶିକ୍ଷା (Elementary Education) ର ସ୍ଥିତି ସଂପର୍କରେ ଏକ ରିପୋର୍ଟ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଛି । ଏହି ରିପୋର୍ଟର ଶିରୋନାମା ହେଉଛି Annual...
୧୬-୩୦ଜାନୁଆରୀ, ୨୦୦୮ ବୁଦ୍ଧିଜୀବୀଙ୍କୁ ନିଜପଟକୁ ନେବାପାଇଁ କମ୍ପାନୀ ଓ କମ୍ପାନୀ ବିରୋଧୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏହା ବୁଦ୍ଧିଜୀବୀଙ୍କର ସମାଜରେ ଗୁରୁତ୍ୱକୁ ନିଶ୍ଚିତ ଭାବରେ ଦର୍ଶାଉଛି...
୧୬-୩୦ଡିସେମ୍ବର, ୨୦୦୭ ଇଷ୍ଟ୍ଇଣ୍ଡିଆ କମ୍ପାନୀରୁ ବ୍ରିଟିଶ ଶାସନ ଭାରତ ଭୂଇଁରେ ପ୍ରତିଷ୍ଠା ହେଲା । ଏହି ଶାସନର ଉପôାଟନ ପାଇଁ ଯେଉଁମାନେ ଉଦ୍ୟମ କଲେ – ସେମାନଙ୍କୁ...
ନିୟମଗିରି ପର୍ବତରୁ ବକ୍ସାଇଟ ଉତ୍ତୋଳନ ବେଦାନ୍ତ କମ୍ପାନୀ କରିପାରିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ୨୩/୧୧/୦୭ଦିନ ଏକ ରାୟ ଦେଇଛନ୍ତି, କିନ୍ତୁ ଏହି ଉତ୍ତୋଳନ କାର୍ଯ୍ୟ ଷ୍ଟେରିଲାଇଟ...
୨୧/୧୧/୨୦୦୭ବୁଧବାର ଦିନ କଲିକତା ସହର ଜଳିଲା । ବଙ୍ଗଳାଦେଶର ଲେଖିକା ତସଲିମା ନସ୍ରିନଙ୍କୁ ଭାରତରେ ରହିବା ପାଇଁ ଅନୁମତି ନ ଦେବାକୁ ଦାବି କରି ଆରମ୍ଭ ହୋଇଥିବା...
ଅନୁନ୍ନତ କାଶୀପୁର ଅଞ୍ଚଳରେ କଲେରାରେ ଶହ ଶହ ଲୋକଙ୍କର ପ୍ରାଣହାନିର ସମ୍ବାଦ ଗୋଟିଏ ପଟେ । ଆରପଟ ଅତି ଆଧୁନିକ ସହର ହାଇଦ୍ରାବାଦର ଅବସର ବିନୋଦନ ପାଇଁ...
୧୬-୩୦ଜୁଲାଇ ୨୦୦୭ ଯାହା ଏବେ ଘଟୁଛି ବା ଯେଉଁ ପ୍ରସ୍ତାବ ଏବେ ଆସୁଛି ଲୋକେ ତାକୁ ପ୍ରଶ୍ନ କଲେଣି-କାହାପାଇଁ? ଯେପରି ୨୦୧୦ରେ ଭାରତରେ ରାଜ୍ୟଗୋଷ୍ଠୀ ଖେଳକୁଦ (ଉକ୍ଟଜ୍ଞଜ୍ଞକ୍ଟଦ୍ଭଙ୍ଗରବକ୍ଷଗ୍ଧଷ...
ନନ୍ଦିଗ୍ରାମରେ ଗୁଳିକାଣ୍ଡ ବୁଦ୍ଧିଜୀବୀ ମହଲରେ ବହୁ ପ୍ରତିକ୍ରିୟା ସୃଷ୍ଟିକରିଛି ବୋଲି ସମ୍ବାଦପତ୍ରର ପୃଷ୍ଠାରୁ ଜଣାପଡ଼େ । କେତେଜଣ ସେମାନଙ୍କର ପଶ୍ଚିମବଙ୍ଗ ସରକାରଠାରୁ ପ୍ରାପ୍ତ ପୁରସ୍କାରକୁ ଫେରାଇ ଦେବାର...