Uncategorized

ସାମ୍ବାଦିକତାର ଦୁଇଟି ଦିଗ

କୀଟ୍ର ସ୍ୱଘୋଷିତ ପ୍ରତିଷ୍ଠାତା ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(CBI)ର ସଦସ୍ୟ ଅଚୁ୍ୟତାନନ୍ଦ ସାମନ୍ତ ସିବିଆଇ (IPC) ଦ୍ୱାରା ଠକେଇ, ଜାଲକାରୀ ଭଳି ଅଭିଯୋଗରେ ଆଇପିସି (ଓଚଉ)ର ଧାରା...

  • 17/09/2015

କିମାଶ୍ଚର୍ଯ୍ୟମ୍

କୋରାପୁଟ ଜିଲ୍ଲା ପରିଷଦ ସଭାପତି ପଦ ବିଜେଡ଼ି ହାତକୁ ଚାଲିଗଲା । ସମ୍ଭବହେଲା କାରଣ ସ୍ୱାଧୀନ ପ୍ରାର୍ଥୀ ତାଙ୍କର ସମର୍ଥନ ବିଜେଡ଼ିଦଳର ପ୍ରାର୍ଥୀଙ୍କୁ ଦେଇଦେଲେ । କଂଗ୍ରେସ...

  • 17/09/2015

କଟକଣା

୧୬-୩୧ ମାର୍ଚ୍ଚ ୨୦୧୨ ବିଜେଡ଼ି ଦଳ ପ୍ରତି ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନରେ ଉଲ୍ଲସିତ ସମର୍ଥନ ମିଳିବାପରେ ବିଜେଡ଼ିର ନିରଙ୍କୁଶ ନେତା ନବୀନ ପଟ୍ଟନାୟକ, ଆଦିବାସୀ...

  • 17/09/2015

ରାଜାଙ୍କର ବିଜୟ

୧୬-୩୧ ଫେବୃୟାରୀ/ ୧-୧୫ ମାର୍ଚ୍ଚ ୨୦୧୨ ଆଠଗଡ଼ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଗଲାଣି । ଏହା ପୂର୍ବରୁ ନବୀନ ବାବୁ...

  • 17/09/2015

“୮-୦”

“୮-୦”କ୍ରିକେଟ ପାଗଳ ଭାରତବର୍ଷରେ- ଧାରାବାହିକ ଭାବେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଠାରୁ ଗୋଟିଏ ପରେ ଗୋଟିଏ ୮ଟି ଟେଷ୍ଟ ମ୍ୟାଚରେ ହାରିଯିବା ଯେ...

  • 17/09/2015

ରତ୍ନାକରଙ୍କ ପତ୍ନୀ

ଏଠି ରନôାକର କହି- ଦସୁ୍ୟ ରନôାକରଙ୍କୁ ହିଁ ସ୍ମରଣ କରାଯାଉଛି- ଯିଏ ପରେ ଋଷି ବାଲ୍ମିକୀ ହେଲେ ଓ ରାମାୟଣର ରଚନା କଲେ । ଏହି ପରିବର୍ତ୍ତନ...

  • 17/09/2015

ହାତୀ-କୁକୁର ଉପାଖ୍ୟାନ

ହାତୀ ଚାଲୁଥିବ- କୁକୁର ଭୁକୁଥିବ- ଏହି ଉକ୍ତିର ଉଚ୍ଚାରଣ ବେଶ୍ ହେଉଥିବାର ପରିଲକ୍ଷିତ ହେଉଛି । ବିଶେଷତଃ ଯେତେବେଳେ କଳାଧନ, କଳାକାର୍ଯ୍ୟ, ମିଥ୍ୟା ପ୍ରଚାର ଦ୍ୱାରା ସ୍ଫୀତ...

  • 17/09/2015

ଗଣମାଧ୍ୟମର ଗଣତିରେ

୧-୧୫ ଫେବୃୟାରୀ ୨୦୧୨ ୨୦ଜାନୁଆରୀ ୨୦୧୨ଦିନ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକଠାରୁ ପିଏମ୍ଜି ଛକ ଭିତରେ ଚାରୋଟି ଦୃଶ୍ୟ ଦେଖିବାକୁ ମିଳିଥିଲା । ୩/୪ଜଣ ମୁଖାପିନ୍ଧି, ଠିଆ ହୋଇଥିଲେ...

  • 17/09/2015

ରାଜା ରଙ୍କ!

୧-୧୫ ଜାନୁଆରୀ ୨୦୧୨ ଇତ୍ୟବସରରେ ଏକ ସମ୍ବାଦ ‘ନବୀନଙ୍କ ପୂର୍ବରୁ ପ୍ୟାରୀଙ୍କ ଆଶୀର୍ବାଦ ନେଇଛନ୍ତି ରଣେନ୍ଦ୍ର’ ଶିରୋନାମାରେ ପ୍ରକାଶ ପାଇଛି (ଦ୍ରଷ୍ଟବ୍ୟ: ଧରିତ୍ରୀ, ୨୫/୧୨/୨୦୧୧) । ଏହି...

  • 17/09/2015